ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ରେ ଦମଦାର ପ୍ରଦର୍ଶନ କରିଥିବା ବିଜୁ ଜନତା ଦଳ ଏବେ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଛି। ଶୋଶିଆଲ ମିଡିଆରେ ବହୁ ଏବେ ନବୀନ ବାବୁଙ୍କର କ୍ରେଜ ଦେଖିବାକୁ ମିଳୁଛି। ତେବେ ଏହା ଭିତରେ ଦେଖିବାକୁ ମିଳିଛି ଶଙ୍ଖର ଦିଆସିଲ କାଠି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ବାବୁ ଙ୍କର ଫଟୋ ରହିଛି। ତେବେ ଏହା ଗୋଟିଏ ପ୍ରକାରର ଦଳର ପ୍ରଚାର ପ୍ରସାର ବୋଲି ଅନୁମାନ କରାଯାଇପାରେ।