ଭୁବନେଶ୍ବର: ଆଜି ହେଉଛି ବିଶ୍ବ ମହିଳା ଦିବସ। ଏହି ଅବସରେ ରାଜ୍ୟର ସମସ୍ତ ନାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଏନେଇ ଫେସବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି। ଦେଖନ୍ତୁ ଏହି ପୋଷ୍ଟ:

ଏହି ପୋଷ୍ଟରେ ସେ ମହିଳା ମାନେ ସମାଜ ପ୍ରତି କିପରି ତାଙ୍କର କର୍ତ୍ତବ୍ୟ ଲିଭାନ୍ତି ଏବଂ ଏହା ସହ ଏହି ସମାଜରେ ସେ କେତେ ବାଧାବିଘ୍ନର ସମ୍ମୁଖୀନ୍ନ ହୋଇଥାନ୍ତି ସେହି ବିଷୟରେ ସେ ବର୍ଣ୍ଣନା କରିଛନ୍ତି।ଏ ସଂସାର କିପରି ତା ପ୍ରତି ଅନ୍ୟାୟ କରିଥାଏ ସେହି ବିଷୟରେ ମନ୍ତ୍ରୀ ଦୃଷ୍ଟିଆରୋପ କରିଛନ୍ତି।