ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ସଫଳ ଆଣ୍ଠୁ ଅସ୍ତ୍ରୋପଚାର ପରେ ରଣଦୀପ ହୁଡା ମୁମ୍ବାଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଲାଲ୍ ପ୍ରିଣ୍ଟେଡ୍ ଟି-ସାର୍ଟ ଏବଂ ନୀଳ ପ୍ୟାଣ୍ଟ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲେ। ସୂଚନାମୁତାବକ ଅଭିନେତା ତାଙ୍କର ଆଗାମୀ ୱେବ୍ ସିରିଜ୍ ସେଟ୍ ରେ ଆଘାତ ହୋଇଥିଲା। ଯେଉଁଥି ପାଇଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ରଣଦୀପ ଗୋଟିଏ ଚାଲାଣକାରୀଙ୍କ ସାହାଯ୍ୟରେ ତାଙ୍କ କାର ଭିତରକୁ ନେଇକି ଯାଉଥିବାର ଦେଖାଯାଇଥିଲା। ଏକ ନ୍ୟୁଜ୍ ପୋର୍ଟାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ମାସରେ ତାଙ୍କ ସହ-ଷ୍ଟାର ଅମିତ ସିଆଲଙ୍କ ସହ ସିରିଜ୍ ପାଇଁ ଯୁଦ୍ଧ କ୍ରମର ସୁଟିଂ କରୁଥିବାବେଳେ ରଣଦୀପ ଆହତ ହୋଇଥିଲେ। ରଣଦୀପ ସୁଟିଂ କରୁଥିବା ସମୟରେ ଗୋଡରେ ଆଘାତ ଲାଗିଥିଲା ଏହା ପରେ ଚିକିତ୍ସା ହେବା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।