ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେଡି। ଚେୟାରମ୍ୟାନ ପଦବୀ ପାଇଁ ସନ୍ଦୀପ ମିଶ୍ରଙ୍କ ନାମ ଦେଇଛି ବିଜେଡି। ସେହିପରି ୧୧ଟି ଓ୍ବାର୍ଡ ପାଇଁ ମଧ୍ୟ କାଉନ୍ସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।