ସନଷ୍ଟାର ଟିଭି ବ୍ୟୁରୋ
ମୟୂରଭଞ୍ଜ:ମୟୂରଭଞ୍ଜରେ ଗଡ ତୋଳୁଛି ବିଜେଡି। ୨୬ଟି ଜୋନ୍ର ଫଳାଫଳରୁ ବିଜେଡି ୨୪ଟି ହାସଲ କରିଥିବା ବେଳେ ଜେଏମ୍ଏମ୍ ୨ଟି ଆସନରେ ବିଜୟୀ ହୋଇଛି। ଯେଉଁଠାରେ ବିଜେପି ଏବଂ ବିଜେପି ନିଜର ଖାତା ଖୋଲିପାରିନାହିଁ। ମୟୂରଭଞ୍ଜ ନିର୍ବାଚନ ମଣ୍ତଳୀ ବାରିପଦାର ଜୋନ୍ ୩୦ ବିଜେଡି ପ୍ରାର୍ଥୀ ନରେନ୍ଦ୍ର ହାଁସଦା ବିଜୟୀ ହୋଇଥିବା ବେଳେ କରଞ୍ଜିଆ ଠାକୁରମୁଣ୍ଡା ବ୍ଲକ୍ ଜୋନ୧୯ରେ ବିଜେଡି ପ୍ରାର୍ଥୀ ପ୍ରହଲ୍ଲାଦ ମଢ଼େଇ, ରାଇରଙ୍ଗପୁର ଜୋନ୍ ୪୬ ରେ ବିଜେଡି ପ୍ରାର୍ଥୀ ଲିପିକା ମଣ୍ଡଳ, ଉଦଳା ଜୋନ୍ ୨ରେ ବିଜେଡି ପ୍ରାର୍ଥୀ ଲଳିତା ବିଶୋଇ, ସାରସକଣା ବିଜାତଳା ବ୍ଲକ୍ ଜୋନ୍ ୩୨ ରେ ଜେଏମ୍ଏମ୍ ପ୍ରାର୍ଥୀ ମୀନା ସୋରେନ, ବାରିପଦା ଖୁଣ୍ଟା ୧୩ ଜୋନ୍ ରେ ବିଜେଡି ପ୍ରାର୍ଥୀ ସୁନିତୀ ମାରାଣ୍ଡି, ରାଇରଙ୍ଗପୁର କୁସୁମୀ ବ୍ଲକ୍ ୧୧ ଜୋନ୍ ରେ ବିଜେଡି ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁ, କରଞ୍ଜିଆ ଜୋନ୍ ୭ ବିଜେଡି ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ନାଏକ, ଉଦଳାର କପ୍ତିପଦା ବ୍ଲକ୍ ଜୋନ ୪ ର ବିଜେଡି ପ୍ରାର୍ଥୀ ମାକୁ ସିଂ, ଉଦଳା ଜିବି ନଗର ବ୍ଲକ୍ ଜୋନ୍୧୫ର ବିଜେଡିପ୍ରାର୍ଥୀ ଉର୍ମିଳା ସେଠୀ ଏବଂ ନିମ୍ନରେ ଦିଆଯାଛି
ନିର୍ବାଚନ ମଣ୍ତଳୀ: ମୋରଡ଼ା
ବ୍ଲକ୍: ମୋରଡ଼ା
ଜୋନ୍: ୩୯
ବିଜେଡି/ପ୍ରାର୍ଥୀ: ଝରଣା ମୁର୍ମୁ-୮୪୪୪
ନିର୍ବାଚନ ମଣ୍ତଳୀ: ବଡ଼ସାହି
ବ୍ଲକ୍: ବଡ଼ସାହି
ଜୋନ୍: ୨୩
ବିଜେଡି/ପ୍ରାର୍ଥୀ: ସୁବାସିନୀ ନାଏକ-୧୪୩୧୦
ନିର୍ବାଚନ ମଣ୍ତଳୀ: ମୋରଡ଼ା
ବ୍ଲକ୍: ରାସଗୋବିନ୍ଦପୁର
ଜୋନ୍: ୪୮
ବିଜେଡି/ପ୍ରାର୍ଥୀ: ଶ୍ୟାମସୁନ୍ଦର ଡାକୁଆ
ନିର୍ବାଚନ ମଣ୍ତଳୀ: ମୋରଡ଼ା
ବ୍ଲକ୍: ଶୁଳିଆପଦା
ଜୋନ୍: ୫୪
ବିଜେଡି/ପ୍ରାର୍ଥୀ: ନଗେନ କିସ୍କୁ-୧୦୬୧୧
ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍: ସାରସକଣା
ଜୋନ୍: ୫୬
ବିଜେଡି/ପ୍ରାର୍ଥୀ: ମିତାରାଣୀ ନାୟକ-୧୧୨୨୨
ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍: ବିଶୋଇ
ଜୋନ୍: ୩୪
ଜେଏମ୍ଏମ୍/ପ୍ରାର୍ଥୀ: ବିନ୍ଦୁସ୍ମିତା ଦେଓ-୮୧୨୩
ନିର୍ବାଚନ ମଣ୍ତଳୀ: ବାଙ୍ଗିରିପୋଷି
ବ୍ଲକ୍: ଶ୍ୟାମାଖୁଣ୍ଟା
ଜୋନ୍: ୫୦
ବିଜେଡି/ପ୍ରାର୍ଥୀ: ଭାରତୀ ହାଁସଦା-୧୧୮୦୧
ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍: ବିଜାତଳା
ଜୋନ୍: ୩୨
ଜେଏମ୍ଏମ୍/ପ୍ରାର୍ଥୀ: ମୀନା ସୋରେନ-୬୭୯୮
ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍: ଜାମଦା
ଜୋନ୍: ୧୭
ବିଜେଡି/ପ୍ରାର୍ଥୀ: ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି-୭୯୨୮
ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍: ଜାମଦା
ଜୋନ୍: ୧୭
ବିଜେଡି/ପ୍ରାର୍ଥୀ: ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି-୭୯୧୮
ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍: ତିରିଂ
ଜୋନ୍: ୨୧
ବିଜେଡି/ପ୍ରାର୍ଥୀ: ଜନତା ବସା-୬୩୯୮
ନିର୍ବାଚନ ମଣ୍ତଳୀ: ଯଶିପୁର
ବ୍ଲକ୍: ରରୁଆଁ
ଜୋନ୍: ୪୪
ବିଜେଡି/ପ୍ରାର୍ଥୀ: ମୀନତି ତିରିଆ-୮୩୯୭
ନିର୍ବାଚନ ମଣ୍ତଳୀ: ଯଶିପୁର
ବ୍ଲକ୍: ଶୁକୃଳି
ଜୋନ୍: ୫୨
ବିଜେଡି/ପ୍ରାର୍ଥୀ: ବିକାଶ ସି
ନିର୍ବାଚନ ମଣ୍ତଳୀ: ବାଙ୍ଗିରିପୋଷି
ବ୍ଲକ୍: ବାଙ୍ଗିରିପୋଷି
ଜୋନ୍: ୨୮
ବିଜେଡି/ପ୍ରାର୍ଥୀ: ରାମଚନ୍ଦ୍ର ମୁର୍ମୁ-୧୪୬୬୪
ନିର୍ବାଚନ ମଣ୍ତଳୀ: ବଡ଼ସାହି
ବ୍ଲକ୍: ବେତନଟୀ
ଜୋନ୍: ୩୬
ବିଜେଡି/ପ୍ରାର୍ଥୀ: ସବିତା ଦାସ-୧୧୮୫୮
ନିର୍ବାଚନ ମଣ୍ତଳୀ: ବାଙ୍ଗିରିପୋଷି
ବ୍ଲକ୍: କୁଳିଅଣା
ଜୋନ୍: ୯
ବିଜେଡି/ପ୍ରାର୍ଥୀ: ଆନନ୍ଦ ଚନ୍ଦ୍ର ଟୁଡୁ
ମୟୂରଭଞ୍ଜ ଜିଲ୍ଲାର ୫୨ଟି ଜିଲ୍ଲା ପରିଷଦ ଆସନରୁ ୪୯ରେ ବିଜେଡି ଏଯାଏ ବିଜୟୀ ହୋଇଛି।