ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ୟୁକ୍ରେନର ସ୍ୱାସ୍ଥ୍ୟମନ୍ତ୍ରୀ ଶନିବାର କହିଛନ୍ତି ଯେ ୠଷର ୟୁକ୍ରେନକୁ ଆକ୍ରମଣ ଜାରି ରଖିଛି। ୠଷ ସୈନ୍ୟବାହିନୀ ଦ୍ବାରା ଏପର୍ଯ୍ୟନ୍ତ ତିନିଜଣ ଶିଶୁଙ୍କ ସମେତ ୧୯୮ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।
ସ୍ୱାସ୍ଥ୍ୟମନ୍ତ୍ରୀ ବିକ୍ଟୋର ଲାୟଶୋକ ଫେସବୁକରେ ଲେଖିଛନ୍ତି ଯେ, ଦୁର୍ଭାଗ୍ୟବଶତ , ଅପରେଟିଭ୍ ତଥ୍ୟ ଅନୁଯାୟୀ, ଆକ୍ରମଣକାରୀଙ୍କ ହାତରେ ଆମର ୧୯୮ଜଣ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ, ଏହାସହ ୧,୧୧୫ ଜଣ ଆହତ ହୋଇଛନ୍ତି।