ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସୂଚନାମୁତାବକ ପ୍ରଥମ ଦିନରେ ରାଜ୍ୟର ୩୧୫ ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହେଉଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ୨୫ନଂ ଜୋନରେ ବିଜେଡି ଆଗୁଆ । ବିଜେଡି ୯୭୯ଭୋଟ ପାଇଥିବା ବେଳେ ବିଜେପି ୨୫୦, କଂଗ୍ରେସ ୪୮ ଭୋଟ ପାଇଛି ।