ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆନ୍ଧ୍ରରେ ଓଡିଶା ବସ ଦୁର୍ଘଟଣା ଗ୍ରସ୍ଥ। ଆନ୍ଧ୍ରର ଶିକାକୁଲମ ଠାରେ ଦୁର୍ଘଟଣା ଗ୍ରସ୍ଥ ହୋଇଛି ଓଡିଶାର ଏକ ବସ। ସୂଚନାଅନୁସାରେ ଓଡିଶାରୁ ଦାଦନ ଶ୍ରମିକ ମାନଙ୍କୁ ନେଇ କେରଳ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪୭ଜଣ ଆହାତ ହୋଇଥିବାର ସୂଚନାମିଳୁଛି। ତେବେ ଆନ୍ଧ୍ରର ଶିକାକୁଲମ ଠାରେ ଏହି ଦୁର୍ଘଟଣା ଘଟିଛି।