ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ନୂଆ ଚଳଚ୍ଚିତ୍ର ର ପ୍ରମୋସନ କରୁଛନ୍ତି ରଣବୀର କପୁର । ଗାଙ୍ଗୁବାଇ ଟ୍ରେଲରକୁ କିପରି ପସନ୍ଦ କରନ୍ତି ବୋଲି ପାପରାଜି ପଚାରିଥିଲେ, ଅଭିନେତା କିଛି ନକହି ଏକ ପଛୁଆ ନମଷ୍କାର ପୋଜ୍ କରିଥିଲେ। ପାପାରାଜି ଆଶା କରିଥିବା କୃତଜ୍ଞତାର କିଛି ଶବ୍ଦ ଅପେକ୍ଷା ଏହା ଅଧିକ ଥିଲା। ଯେଉଁମାନେ ଏହାକୁ ଜାଣି ପାରୁନାହାନ୍ତି। ଆମେ କହିଦେବାକୁ ଚାହୁଁଛୁ ପଛୁଆ ନମଷ୍କାର ହେଉଛି ଏକ ଆଲିଆଙ୍କ -ସ୍ବତନ୍ତ୍ର ପୋଜ୍ । ଗୁରୁବାର ଦିନ ମୁମ୍ବାଇରେ ଗଣମାଧ୍ୟମ ପାଇଁ ତାଙ୍କ ନୂଆ ଚଳଚ୍ଚିତ୍ରର ଟ୍ରେଲର ଉନ୍ମୋଚନ କରିବା ସମୟରେ ସେ ଏହା କରିଛନ୍ତି।
ବର୍ତ୍ତମାନ ଆଲିଆ ଭଟ୍ଟ ରଣବୀର କପୁର ଙ୍କୁ ଡେଟିଂ କରୁଛନ୍ତି।