ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭେଟେରାନ ସାମ୍ବାଦିକ କମଲ ଖାନ, ୬୧ ବୟସରେ ପରଲୋକ ହୋଇଛି। ଏନଡିଟିଭିର ଲକ୍ଷ୍ନୌ ବ୍ୟୁରୋର ମୁଖ୍ୟ, ଆଜି ସକାଳେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସହ ରହୁଥିଲେ।
କମଲ ଖାନ ତିନି ଦଶନ୍ଧି ଧରି NDTV ସହିତ କାର୍ଯ୍ୟ ଥିଲେ ଏବଂ ଉତ୍ତରପ୍ରଦେଶ ରାଜନୀତିରେ ତାଙ୍କର ଗଭୀର ଜ୍ଞାନ ପାଇଁ ବେଶ ଜଣାଶୁଣା। ଏକ ନ୍ୟୁଜ୍ ଆଙ୍କର୍ ଭାବରେ କମଲ ମନୋବଳ ଏବଂ ପାରଦର୍ଶୀତାର ଚିତ୍ର ର ଉଦାହରଣ ଥିଲେ ସେ। ଏହାସହ ଏକ ଉଦାର ବ୍ୟକ୍ତି ଥିଲେ। ତାଙ୍କର ଏପରି ଅକାଳ ବିୟୋଗରେ ସମସ୍ତେ ମର୍ମାହାତ ହୋଇଛନ୍ତି।