ସନଷ୍ଟାର ଟିଭି ବ୍ୟୁରୋ
ଚଣ୍ଡିଗଡ଼: ପଞ୍ଜାବ ସରକାର ଶନିବାର ଆଇଏଏସ୍ ଅଧିକାରୀ ବିରେଶ କୁମାର ଭଓ୍ବାରାଙ୍କୁ ରାଜ୍ୟର ନୂତନ ପୋଲିସ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସୂଚନାମୁତାବକବିରେଶ କୁମାର ଭଓ୍ବାରା ୧୯୮୭ -ବ୍ୟାଚ୍ IAS ଅଧିକାରୀ । ତିନିମାସ ମଧ୍ୟରେ ସେ ରାଜ୍ୟର ତୃତୀୟ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ହୋଇଛନ୍ତି। ଯାହ ସୂଚନା ଆସୁଛି ଯେ ପ୍ରଧାନମନ୍ତ୍ରଙ୍କ ସୁରକ୍ଷା କୁ ନେଇ ଯେଉଁ ତ୍ରୁଟି ହୋଇଥିଲା ସେଥିପାଇଁ ଏହି ନୂତନ ନିଯୁକ୍ତି ହୋଇଛି। ବର୍ତ୍ତମାନ ପୋଲିସର ମୁଖ୍ୟ ଭାବେ ଦାଇତ୍ବ ଲିଭାଇବେ ବିରେଶ କୁମାର ଭଓ୍ବାରା।