ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: NEET OBC ସଂରକ୍ଷଣ ମାମଲାରେ ଆସିଲା ସୁପ୍ରିମ କୋର୍ଟର ରାୟ। OBC/EWS ସଂରକ୍ଷଣ ଜାରି ରଖିବାକୁ କୋର୍ଟ ଦେଲା ନିର୍ଦ୍ଦେଶ ମେଡିକାଲ ପିଜି ନାମ ଲେଖାରେ ଉଭୟ ବର୍ଶକୁ ମିଳିବ ସଂରକ୍ଷଣ।ଏଥିରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ରହିଥିବା ବେଳେ ଇଡବ୍ଲୁଏସ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ରହିବ ୧୦ ପ୍ରତିଶତର ସଂରକ୍ଷଣ।ତେବେ ଏହି ସଂରକ୍ଷଣ ଅଲ ଇଣ୍ଡିଆ ପିଜି ନାମଲେଖାରେ ମିଳିବ। ସୁପ୍ରିମକୋର୍ଟ ର ନିର୍ଦ୍ଦେଶ ଅନୁଯାୟୀ ଏହି ବର୍ଷ ଠାରୁ ଏହା ଲାଗୁ ହେବ।