ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ସାରା ଦେଶରେ କରୋନା ବଢ଼ିବାରେ ଲାଗିଛି। ତେବେ ବର୍ତ୍ତମାନ କରୋନାର ତୃତୀୟ ଲହର ବଢ଼ିବାରେ ଲାଗିଛି। ଯାହାର ନାମ ହେଉଛି ଓମିକ୍ରନ ।ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନାମିଳିଛି। ଲୋକ ମାନେ ଏହାପ୍ରତି ଯଦି ଯତ୍ନ ନ ନିଅନ୍ତି ତେବେ ଏହାର ପ୍ରକୋପରେ ସାରା ବିଶ୍ବରେ ବ୍ୟାପିବ।