ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓପିଏସସି ଅଧୀନରେ ରାଜ୍ୟ ବିଭିନ୍ନ ସହକାରୀ ପ୍ରଫେସର ପାଇଁ ନିଯୁକ୍ତି ସମ୍ବନ୍ଧୀୟ 2020-21 ର ବିଜ୍ଞପ୍ତି ନମ୍ବର 08 ଅନୁଯାୟୀ, ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ Psychology ପଦବୀ ପାଇଁ ଖାଲିଥିବା ସ୍ଥାନ ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନରେ ପ୍ରକାଶ ପାଇଥିବା ତାଲିକା ରେ ନାମ ସୂଚନା ଦିଆଯାଇଛି।