ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଧର୍ମ ର ମାସ ସରିଲା। ଦୀର୍ଘ ଗୋଟେ ମାସ ପରେ ଆଜି ଘରେ ପଶିବ ଆମିଷ। କିନ୍ତୁ ଆଜି ର ଏ ମାହୋଲ କୁ ମନ୍ଦା କରି ଦେଇଛି ଶନିବାର। ମୁଖ୍ୟତଃ ଶନିବାର ରେ ଅଧିକ ଲୋକ ଆମିଷ ଖାଇ ନାଥାନ୍ତି। ସେଥିଲାଗି ଆମିଷ ବଜାର ଏକ ଦମ ଖାଲି ଖାଲି ଲାଗୁଛି। କାଲି ରବିବାର।କାଲି ପାଇଁ ଆଶା ନେଇ ବସିଛନ୍ତି ଆମିଷ ବେପାରୀ। କାଲି ଭଲ ବ୍ୟବସାୟ ହେବା ବୋଲି ଜଣା ପଡୁଛି।