ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପବିତ୍ର କାର୍ତ୍ତୀକ ମାସ ଏବଂ ପଞ୍ଚୁକ ଅବସରରେ ପୁରୀ ରେ ଶ୍ରଦ୍ଧାଳୁମାନଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ତେବେ ଏହାକୁ ନେଇ ପୁରୀ ପ୍ରଶାସନ ଏକ ନିର୍ଦ୍ଦେଶ ନାମା ଜାରି କରିଛି।ଯେଉଁଠି ଲେଖାଯାଇଛି ଯେ ଶ୍ରଦ୍ଧାଳୁମାନେ ସକାଳ ୭ଘଟିକାରୁ ରାତ୍ରୀ୧୧ ଘଟିକା ପର୍ଯ୍ୟନ୍ତ ପ୍ରଭୁ ଜଗନାଥଙ୍କର ଦର୍ଶନ କରି ପାରିବେ। ଏହା କେବଳ ୨ ଦି ପାଇଁ ଯଥା ୧୭ ତାରିଖ ଏବଂ ୧୮ ତାରିଖ ପାଇଁ ଏହା ଲାଗୁ ହେବ। ୧୯ ତାରିଖ ଦିନ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମନ୍ଦିର ବନ୍ଦ ରହିବ।