ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନାମରେ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଯୁବ ନିର୍ଦ୍ଦେଶକ ଓ ପ୍ରଯୋଜକ ବାବୁ ବାବୁ । କିଛିଦିନ ପୂର୍ବରୁ ମମିତାଙ୍କର ଅମର ଆତ୍ମା ର ଶାନ୍ତି ନିମନ୍ତେ ରାଜ୍ୟ ସରକାର ଙ୍କୁ ଗୁହାରି ଜଣାଇ ପାଇଁ ବାବୁ ପ୍ରଯୋଜନା , ନିର୍ଦ୍ଦେଶନା ଓ ଲେଖା ଦ୍ବାରା ଏକ ହୃଦୟସ୍ପର୍ଶୀ ଗୀତ ‘ ହେ ସରକାର ମତେ ନ୍ୟାୟ ଦରକାର ‘ ସୋସିଆଲ ମିଡ଼ିଆ ରେ ଛାଡିଥିଲି । ହେଲେ ବାବୁଙ୍କର ବିନା ଅନୁମତିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ଦଳୀୟ ରାଜନୈତିକ ପ୍ରଚାର ପ୍ରସାର ପାଇଁ ସାରା ରାଜ୍ୟରେ ଗୀତଟିକୁ ବିଭିନ୍ନ ସୋସିଆଲ ମିଡ଼ିଆ ରେ ବଜାଉ ଅଛି । ଏବଂ ଅସମ୍ମାନ ପାଇଁ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ମୁଁ ଆଉ ମୋର କଳାକାର ମାନେ ଦାବି କରିବା ସହ ବିନମ୍ର ଅନୁରୋଧ କରୁଅଛୁ ।