ସନଷ୍ଟାର ଟିଭି ବ୍ୟୁରୋ

ଯାଜପୁର: ଯାଜପୁର ଟାଉନ ଉତ୍କଳ ମଣ୍ଡପ ଠାରେ ଆଜି ଚତୁର୍ଥ ଜିଲ୍ଲାସ୍ତରୀୟ ଅଶୋକ ଦାସ ମେମୋରିଆଲ କ୍ୟାରମ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ କୁ ଯାଜପୁର ମୁନିସିପାଲିଟି ର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ ଉଦଘାଟନ କରିଛନ୍ତି । ପ୍ରତିବର୍ଷ ବଏଜ କ୍ଲବ ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଏ ଏବଂ ଏଥିରେ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥାଏ । ତେବେ ଏବର୍ଷ ଏହି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲାରୁ ୬୨ ଟି ଟିମ ଭାଗନେଛନ୍ତି ।(ରିର୍ପୋଟ:ବିଭୂଦତ୍ତ ପୃଷ୍ଟି)