ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଜିଲ୍ଲା ପରିଷଦ ସଭାପତି ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ଅନୁସୂଚିତ ଜାତି ପାଇଁ ଜିଲ୍ଳା ସଂରକ୍ଷିତ ରହିଛି। ସେହିପରି ମହିଳାମାନଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷିତ ରହିଛି। ସେହିପରି ୧୫ ଜିଲ୍ଲାର ଜିଲ୍ଲା ସଭାପତି ପଦ ଅଣ ସଂରକ୍ଷିତ ରହିଛି। ସେହିଭଳି ଅନୁସୂଚିତ ଜନଜାତି ପାଇଁ ୧୦ ଜିଲ୍ଲା ସଂରକ୍ଷିତ ରହିଛି। ୪ଜିଲ୍ଲାରେ ପଛୁଆ ବର୍ଗ ପାଇଁ ଆସନ ସଂରକ୍ଷିତ ରହିଛି। ସେହିପରି ଅନୁଗୁଳ,କେନ୍ଦୁଝର,ଖୋର୍ଦ୍ଧା ଓ ଗଜପତି ଜିଲ୍ଲା ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।