ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରବିବାର ଭାରତ ସଂଚାର ନିଗମ ଲିମିଟେଡ ( ବିଏସଏନଏଲ ) ର ୪ଜି ନେଟୱାର୍କ ଟେନିଂ କରାଯାଇଛି । ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ନେଟୱାର୍କ କେନ୍ଦ୍ର ମାଧ୍ୟମରେ ପ୍ରଥମ କଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନାର ଏହା ଏକ ସଫଳ ରୂପାୟନ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ୨୦୧୯ରେ ଏଥିଲାଗି ନିଷ୍ପତ୍ତି ହୋଇଥିଲା ଏବଂ ବଜେଟରେ ବ୍ୟୟବରାଦ କରାଯାଇଥିଲା ।