ସନଷ୍ଟାର ଟିଭି ବ୍ୟୁରୋ
ଟୋକିଓ: ଜାପାନର ସଂସଦ ଫୁମିଓ କିଶିଦାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଅନୁମୋଦନ କରିଛି। ସୋମବାର ଭୋଟ୍ ଦେଇଛି ତାଙ୍କୁ ନୂତନ ନେତା ଭାବେ ଘୋଷଣା କରାଯାଇଛି।ସୋମବାର ଦିନ କିଶିଦା ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ପଦ ଗ୍ରହଣ କରିଛନ୍ତି। ତେବେ ୟୋସିହିଡେ ସୁଗାଙ୍କୁ ତାଙ୍କ ପଦ ତ୍ୟାଗ କରିଛନ୍ତି।ପାର୍ଟି ଭିତରେ କିଶିଦାଙ୍କୁ ସମ୍ମାନିତ କରାଯାଉଥିବାବେଳେ ବର୍ତ୍ତମାନ କୋଭିଡ ସମୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଫୁମିଓ କିଶିଦା ଠାରୁ ଆଶା କରା ଯାଉଛି।