ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ବିରେନ୍ଦ୍ର ଲାକ୍ରା ଭାରତୀୟ ଜାତୀୟ ଦଳରୁ ଅବସର ଘୋଷଣା କରିଥିବା ଜଣାଯାଇଛି। ଆଜି ହକି ଇଣ୍ଡିଆ ଏହା ସୂଚନା ଦେଇଛି।
ଜଣେ ଦୃଢ଼ ଡିଫେଣ୍ଡର ତଥା ଅନ୍ୟତମ ପ୍ରଭାବଶାଳୀ ଭାରତୀୟ ପୁରୁଷ ହକି ଦଳର ଜଣେ ବ୍ୟକ୍ତି, ଓଡିଶା ତାରକା ଭାରତୀୟ ଜାତୀୟ ଦଳରୁ ଅବସର ଘୋଷଣା କରିଛନ୍ତି। ଅବସର ପରେ ଶୁଭେଚ୍ଛା, ବୀରେନ୍ଦ୍ର ଲାକ୍ରା ବୋଲି ହକି ଇଣ୍ଡିଆ ଏକ ଟୁଇଟରେ ପୋଷ୍ଟରେ କହିଛନ୍ତି।