ସନଷ୍ଟାର ଟିଭି ବ୍ୟୁରୋ
ଭୋଗରାଇ :ଭୋଗରାଇ ବ୍ଲକ ଅନ୍ତେର୍ଗତ ଉଦୟପୁର ବେଳା ଭୂମି ଏବଂ ପଶ୍ଚିମବଙ୍ଗ ଦିଘା ସୀମାନ୍ତରେ ବେଆଇନ ଭାବରେ ପଶ୍ଚିମବଙ୍ଗ ସରକାର ଉଦୟପୁର ବେଳାଭୂମି ଉପରେ ପାଚେରି ନିର୍ମାଣ କରିବା ଆରମ୍ଭ କରିଥିଲା ବେଳ ଓଡିଶା ସରକାରଙ୍କ ଦୁଷ୍ଟି ଗଚୋର ହୋଇ ନଥିଲା ବେଲେ ସ୍ଥାନୀୟ ସରପଞ୍ଚ ଏବଂ ଭୋଗରାଇ ତହସିଲଦାର ତଦାରଖ କରି କାମକୁ ବନ୍ଦ ରଖିବା ପାଇଁ ପଶ୍ଚିମବଙ୍ଗ ଠିକା ଦାରକୁ କହିଛନ୍ତି l