ସନଷ୍ଟାର ଟିଭି ବ୍ୟୁରୋ
ଟୋକିଓ :ମହିଳା ସିଙ୍ଗଲ୍ସ ମ୍ୟାଚ୍ରେ ଚୀନ୍ର ହେ ବିଙ୍ଗଜିଆଓଙ୍କୁ 21- 13, 21-15 ରେ ପରାସ୍ତ କରିବା ପରେ ଭାରତୀୟ ସଟଲର ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଗେମ୍ସରେ ରୋପ୍ୟ ପଦକ ଜିତିଥିଲେ। ବର୍ତ୍ତମାନ ଭାରତ 2ଟି ମେଡାଲ ଅର୍ଜନ କରିଛି ।