<h3 style="text-align: center;"><strong>ସନଷ୍ଟାର ଟିଭି ବ୍ୟୁରୋ<img class="size-medium wp-image-21090 aligncenter" src="https://sunstartv.com/odia/wp-content/uploads/2021/07/1624281769_sports-2021-06-21t184910.781-1-300x200.jpg" alt="" width="300" height="200" /></strong></h3> <h4><strong>ଟୋକିୟ</strong> :ଡିସ୍କସ୍ ଥ୍ରୋ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି କମଲପ୍ରୀତ କୌର। 64.00 ଥ୍ରୋ ସହ ଫାଇନାଲ ରେ ନିଜ ପାଇଁ ସ୍ଥାନ ପକ୍କା କରିଛନ୍ତି |</h4>