ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ବଦଳିଲା ଆଇଏଏସଙ୍କ ଦାୟିତ୍ବ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ର ସଚିବ ହେଲେ ଅଶୋକ ମୀନା। ପୂର୍ବରୁ ପର୍ଯ୍ୟଟନ ଏବଂ କ୍ରୀଡା ବିଭାଗରେ ଥିବା ବିଶାଳ ଦେବଙ୍କୁ ମିଳିଲା ଅର୍ଥ(ଫାଇନ୍ସ) ର ଦାୟୀତ୍ବ ଦିଆଯାଇଛି । ଖଣି ବିଭାଗକୁ ଗଲେ ଦେଓରଂଜନ ସିଂ। ସେହିପରି ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ସହ ଇସ୍ପାତ ଏବଂ ଖଣିର ଦାଇତ୍ବ ଦିଆଯାଇଛି। ଏବଂ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆର୍ ଭିନିଲ୍ କ୍ରିଷ୍ଣାଙ୍କୁ କ୍ରୀଡା ଓ ଯୁବ ସେବାର ଦାୟିତ୍ବ ଦିଆଯାଇଛି।