ସନଷ୍ଟାର ଟିଭି ବ୍ୟୁରେ
ଦିଲ୍ଲୀ:ଦିଲ୍ଲୀ ରେ ଆଜି କରୋନା ସଂକ୍ରମଣ ରେ କାହାରି ମୃତ୍ୟୁ ହେଇ ନାହିଁ ।ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀ ରେେ ୬୬ ଟି ନୂଆ ମାମଲା ସାମ୍ନା କୁ ଆସି ଥିବା ବେଳେ ଏବଂ ୫୨ଜଣ ଲୋକ କୋରାନ ରୁ ସୁସ୍ଥ ହେଇଛନ୍ତି। ଏହା ସହ କୋୖଣସି ଲୋକଙ୍କ କରୋନା ମହାମାରୀ ଯୋଗୁଁ ମୃତ୍ୟୁ ହୋଇନାହିଁ । ଏହା ସହ ଦିଲ୍ଲୀ ର ବର୍ତ୍ତମାନ କରୋନା ସକ୍ରିୟ ମାମଲା:୫୮୭ ମୋଟ ସୁସ୍ଥ : ୧୪,୧୦,୨୧୬ ଏବଂ ମୃତ୍ୟୁ ସଂଖ୍ୟା: ୨୫,୦୪୧ ଥିବାର ସୂଚନା ମିଳିଛି ।