ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଚିଟ୍ ଫଣ୍ଡ ମାଲିକ ମୀର ସାହିରୁଦ୍ଦିନଙ୍କ 2 ଭାଇଙ୍କୁ ଗିରଫ କଲା ସିବିଆଇ ଦଳ। ବାଲେଶ୍ବର ର ଜଳେଶ୍ୱର ଠାରେ ସିବିଆଇ ୨ଜଣକୁ ଗିରଫ କରିଥିବାର ସୂଚନା ମିଳିଛି। ଏହା ପୂର୍ବରୁ 2012ରେ ସାହିରୁଦ୍ଦିନ କୁ ଓଡିଶାରେ ଗିରଫ କରାଯାଇଥିଲା।