ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମୋହମ୍ମଦ ସୋଲ୍ହି ଙ୍କ ସହ ଏକ ଟେଲିଫୋନିକ ଯୋଗେ ବାର୍ତ୍ତାଳାପ କରିଛନ୍ତି। ଉଭୟ ନେତା ମାଲଦ୍ୱୀପରେ ଭାରତ ସମର୍ଥିତ ବିକାଶ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ କାର୍ଯ୍ୟକାରୀତା ବିଷୟରେ ପଚାରି ବୁଝିଥିଲେ। ଏହାର ଦ୍ରୁତ ଗତି ସମୃଦ୍ଧି ବିଷୟରେ ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ।