ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତି ପ୍ରାୟ 2 ଟା ବେଳେ, ନିଜ ବୁଦ୍ଧିକାରିତା ବଳରେ ସୋମ୍ୟାଶ୍ରୀ ପାଣିଗ୍ରାହୀ (ଓଏଏସ୍) ତହସିଲଦାର ବାସୁଦେବପୁର, ଭଦ୍ରକ ଙ୍କ ମିଳିତ ସହଯୋଗରେ ନାଇକାଣିଡିହ ଅଞ୍ଚଳରେ ଚଢ଼ାଉ କରିଥିଲେ। ଉକ୍ତ ଅଞ୍ଚଳରେ ଚଢ଼ାଉ କରି ସେଠାରୁ 300 ରୁ ଅଧିକ ବୋତଲ ମଦବୋତଲ ଜବତ କରିଥିଲେ। ଜବତ ହୋଉଥିବା ମଦ୍ୟର ଆନୁମାନିକ ମୁଲ୍ୟ ପ୍ରାୟ 1 ଲକ୍ଷରୁ ଅଧିକ ବୋଲି ସୂଚନା ମିଳୁଛି । ଏହାସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।