ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ଯୁକ୍ତ ତିନି ଛାତ୍ର ଛାତ୍ରୀ ଙ୍କ ପାଇଁ ଆରମ୍ଭ ହେବ ୱେବ ପୋର୍ଟାଲ। ଯାହା ମାଧ୍ୟମରେ ପାଠ ପଢିବେ ଛାତ୍ର ଛାତ୍ରୀ। ଭରଚୁଆଲ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ରେ ସାମିଲ ହେବେ ଯୁକ୍ତ ତିନି ଛାତ୍ର ଛାତ୍ରୀ। ଆସନ୍ତା ୮ ତାରିଖରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏହି ପୋର୍ଟାଲ କୁ ଲୋକାର୍ପିତ କରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।