ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି । ଆଜି ପୁଣିଥରେ ପେଟ୍ରୋଲ୍ ଦର ବଢ଼ିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୮୬ ପଇସା ହୋଇଛି ।
ତେବେ ଓଡିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ୧୦୦ ଉପରେ ରହିଥିବା ବେଳେ 6 ଟି ଜିଲ୍ଲାରେ ଡିଜେଲ୍ ଦର ଲିଟର ପ୍ରତି ୧୦୦ ରହିଛି । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ଏଠାରେ ଲିଟର ପିଛା ଦର ୧୦୫ ଟଙ୍କା ୩୭ ପଇସା ରହିଛି । ଏହାପଛକୁ କୋରାପୁଟରେ ମଧ୍ୟ ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କା ୨୭ ପଇସା ରହିଛି ।
ସହର |
ପେଟ୍ରୋଲ ଦର |
ଡିଜେଲ ଦର |
କଟକ |
୧୦୦ ଟଙ୍କା ୯୮ ପଇସା |
୯୭ ଟଙ୍କା ୭୦ ପଇସା |
ବାଲେଶ୍ୱର |
୧୦୧ ଟଙ୍କା ୩୪ ପଇସା |
୯୮ ଟଙ୍କା ୦୭ ପଇସା |
ବରଗଡ଼ |
୧୦୧ ଟଙ୍କା ୫୮ ପଇସା |
୯୮ ଟଙ୍କା ୩୧ ପଇସା |
ଭଦ୍ରକ |
୧୦୧ ଟଙ୍କା ୨୭ ପଇସା |
୯୮ ଟଙ୍କା |
ଭୁବନେଶ୍ୱର |
୧୦୦ ଟଙ୍କା ୬୬ ପଇସା |
୯୭ ଟଙ୍କା ୩୯ ପଇସା |
ବଲାଙ୍ଗିର |
୧୦୨ ଟଙ୍କା ୦୭ ପଇସା |
୯୮ ଟଙ୍କା ୭୭ ପଇସା |
ବୌଦ୍ଧ |
୧୦୨ ଟଙ୍କା ୦୭ ପଇସା |
୯୮ ଟଙ୍କା ୭୫ ପଇସା |
ଅନୁଗୁଳ |
୧୦୧ ଟଙ୍କା ୯୨ ପଇସା |
୯୮ ଟଙ୍କା ୬୦ ପଇସା |
ଦେବଗଡ଼ |
୧୦୧ ଟଙ୍କା ୩୯ ପଇସା |
୯୮ ଟଙ୍କା ୧୨ ପଇସା |
ସମ୍ବଲପୁର |
୧୦୧ ଟଙ୍କା ୯୪ ପଇସା |
୯୮ ଟଙ୍କା ୬୫ ପଇସା |
ଗଜପତି |
୧୦୨ ଟଙ୍କା ୯୧ ପଇସା |
୯୯ ଟଙ୍କା ୫୬ ପଇସା |
ଗଞ୍ଜାମ |
୧୦୧ ଟଙ୍କା ୭୮ ପଇସା |
୯୮ ଟଙ୍କା ୪୭ ପଇସା |
ଜଗତସିଂହପୁର |
୧୦୦ ଟଙ୍କା ୫୫ ପଇସା |
୯୭ ଟଙ୍କା ୨୬ ପଇସା |
ଯାଜପୁର |
୧୦୦ ଟଙ୍କା ୯୫ ପଇସା |
୯୭ ଟଙ୍କା ୬୫ ପଇସା |
ଝାରସୁଗୁଡ଼ା |
୧୦୦ ଟଙ୍କା ୬୨ ପଇସା |
୯୭ ଟଙ୍କା ୩୮ ପଇସା |
କଳାହାଣ୍ଡି |
୧୦୪ ଟଙ୍କା ୧୦ ପଇସା |
୧୦୦ ଟଙ୍କା ୭୩ ପଇସା |
କନ୍ଧମାଳ |
୧୦୨ ଟଙ୍କା ୨୦ ପଇସା |
୯୮ ଟଙ୍କା ୮୮ ପଇସା |
କେନ୍ଦ୍ରାପଡ଼ା |
୧୦୦ ଟଙ୍କା ୬୫ ପଇସା |
୯୭ ଟଙ୍କା ୩୬ ପଇସା |
କେନ୍ଦୁଝର |
୧୦୨ ଟଙ୍କା ୬୮ ପଇସା |
୯୯ ଟଙ୍କା ୩୨ ପଇସା |
ଖୋର୍ଦ୍ଧା |
୧୦୦ ଟଙ୍କା ୬୬ ପଇସା |
୯୭ ଟଙ୍କା ୩୯ ପଇସା |
କୋରାପୁଟ |
୧୦୫ ଟଙ୍କା ୨୭ ପଇସା |
୧୦୧ ଟଙ୍କା ୮୫ ପଇସା |
ବାଲେଶ୍ୱର |
୧୦୧ ଟଙ୍କା ୩୪ ପଇସା |
୯୮ ଟଙ୍କା ୦୭ ପଇସା |
ମୟୂରଭଞ୍ଜ |
୧୦୧ ଟଙ୍କା ୦୮ ପଇସା |
୯୭ ଟଙ୍କା ୮୧ ପଇସା |
ନବରଙ୍ଗପୁର |
୧୦୪ ଟଙ୍କା ୮୫ ପଇସା |
୧୦୧ ଟଙ୍କା ୪୫ ପଇସା |
ନୟାଗଡ଼ |
୧୦୧ ଟଙ୍କା ୦୬ ପଇସା |
୯୭ ଟଙ୍କା ୭୮ ପଇସା |
ନୂଆପଡ଼ା |
୧୦୩ ଟଙ୍କା ୩୫ ପଇସା |
୧୦୦ ଟଙ୍କା ୦୧ ପଇସା |
ସୁନ୍ଦରଗଡ଼ |
୧୦୧ ଟଙ୍କା ୧୮ ପଇସା |
୯୭ ଟଙ୍କା ୯୧ ପଇସା |
ଢେଙ୍କାନାଳ |
୧୦୧ ଟଙ୍କା ୩୮ ପଇସା |
୯୮ ଟଙ୍କା ୦୯ ପଇସା |
ସୋନପୁର |
୧୦୧ ଟଙ୍କା ୯୨ ପଇସା |
୯୮ ଟଙ୍କା ୬୩ ପଇସା |
ରାୟଗଡ଼ା |
୧୦୪ ଟଙ୍କା ୩୨ ପଇସା |
୧୦୦ ଟଙ୍କା ୯୨ ପଇସା |