ସନଷ୍ଟାର ଟିଭି ବ୍ୟୁରୋ
କଟକ: ଅଫଲାଇନ ମାଟ୍ରିକ ପରୀକ୍ଷାର ଟାଇମ୍ ଟେବୁଲ ପ୍ରକାଶିତ । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ପରୀକ୍ଷା । ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ପରୀକ୍ଷା । ପରୀକ୍ଷା ସୂଚୀ ପ୍ରକାଶ କଲା ବୋର୍ଡ ।