ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଚାଲିଥିବା ସତ୍ତ୍ୱେ ବେକାବୁ ସ୍ଥିତିରେ କରୋନା ସଂକ୍ରମଣ ସଂଖ୍ୟା । ମେ ମାସରେ କରୋନା ସଂକ୍ରମଣ ସଂଖ୍ୟା ପିକରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ରାଜ୍ୟରେ ଗତ 24 ଘଣ୍ଟା ଭିତରେ 11,807 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ 6 ହଜାର 613 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ 5 ହଜାର 194 ରହିଛି ।
ତେବେ 3 ଟି ଜିଲ୍ଲାରେ 1 ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଗତ 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 1922 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ 1510 ଜଣ, କଟକରୁ 1052 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 5ଲକ୍ଷ 24 ହଜାର 207 ରହିଥିବା ବେଳେ ସୁସ୍ଥ ହୋଇଛନ୍ତି 4ଲକ୍ଷ 31 ହଜାର 658 ଜଣ । ତେବେ ରାଜ୍ୟରେ 10469081 ଟେଷ୍ଚ ହୋଇସାରିଛି । ଓ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି 8401 ଜଣ ।
Covid-19 Report For 7th May
New Positive Cases: 11807
In quarantine: 6613
Local contacts: 5194(Details of local contacts will be shared by concerned Dist Administration)
District Wise Cases:
1. Angul: 560
2. Balasore: 260
3. Bargarh: 428
4. Bhadrak: 83
5. Balangir: 437— I & PR Department, Odisha (@IPR_Odisha) May 8, 2021
6. Boudh: 178
7. Cuttack: 1052
8. Deogarh: 115
9. Dhenkanal: 177
10. Gajapati: 105
11. Ganjam: 341
12. Jagatsinghpur: 134
13. Jajpur: 302
14. Jharsuguda: 421
15. Kalahandi: 402
16. Kandhamal: 92
17. Kendrapada: 145
18. Keonjhar: 231
19. Khurda: 1510
20. Koraput: 122— I & PR Department, Odisha (@IPR_Odisha) May 8, 2021
 
21. Malkangiri: 70
22. Mayurbhanj: 175
23. Nawarangpur: 419
24. Nayagarh: 204
25. Nuapada: 286
26. Puri: 454
27. Rayagada: 138
28. Sambalpur: 533
29. Sonepur: 210
30. Sundargarh: 1922
31. State Pool: 301— I & PR Department, Odisha (@IPR_Odisha) May 8, 2021
;