ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସମସ୍ତ ରେକର୍ଡ ପାର୍ କରିସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାର ଟପିଛି । ରାଜ୍ୟରେ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୬୯୧୪ଜଣ ସଙ୍ଗରୋଧରୁ ଓ ୫୩୨୪ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୁନ୍ଦରଗଡ଼ରେ ସର୍ବାଧିକ ୨ ହଜାର ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଖୋର୍ଦ୍ଧାରେ ୧୮ ଶହ ୨୮ ଓ କଟକରେ ୯୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଅନୁଗୁଳ ଜିଲ୍ଲାରେ ୪୮୦, ବାଲେଶ୍ୱରରେ ୪୩୭, ବରଗଡ଼ରେ ୪୭୫, ଭଦ୍ରକରେ ୩୮୧, ବଲାଙ୍ଗୀର ଜିଲ୍ଲାରେ ୨୬୦ ବୌଦ୍ଧରେ ୧୨୮, ଦେବଗଡ଼ରେ ୬୦, ଢେଙ୍କାନାଳରେ ୧୪୨, ଗଜପତିରେ ୯୧, ଜଗତସିଂହପୁରରେ ୧୬୮, କନ୍ଧମାଳରେ ୬୯, କେନ୍ଦ୍ରାପଡ଼ାରେ ୧୯୨, କେନ୍ଦୁଝରରେ ୧୭୯, କୋରାପୁଟରେ ୧୩୦, ମାଲକାନଗିରିରେ ୬୦, ମୟୂରଭଞ୍ଜରେ ୨୫୭, ନବରଙ୍ଗପୁରରେ ୨୮୨, ନୟାଗଡ଼ରେ ୧୯୪, ନୂଆପଡ଼ାରେ ୨୯୦, ରାୟଗଡ଼ାରେ ୨୦୧, ସୋନପୁରରେ ୧୫୯ ଜଣ ୨୬୦ ଜଣ, ଗଞ୍ଜାମରେ ୩୧୨, ଯାଜପୁରରେ ୩୧୮, ଝାରସୁଗୁଡ଼ାରେ ୩୦୬, ପୁରୀରେ ୩୬୯, କଳାହାଣ୍ଡିରେ ୫୮୦, ନବରଙ୍ଗପୁରରେ ୨୮୨ ଓ ସମ୍ବଲପୁରରେ ୫୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ୧୯ ଜଣ ପ୍ରାଣ ହରାଇଛନ୍ତି ।
 
Covid-19 Report For 6th May
New Positive Cases:12238
In quarantine: 6914
Local contacts: 5324(Details of local contacts will be shared by concerned Dist Administration)
District Wise Cases:
1. Angul: 480
2. Balasore: 437
3. Bargarh: 475
4. Bhadrak: 381
5. Balangir: 260— I & PR Department, Odisha (@IPR_Odisha) May 7, 2021
;
6. Boudh: 128
7. Cuttack: 916
8. Deogarh: 60
9. Dhenkanal: 142
10. Gajapati: 91
11. Ganjam: 312
12. Jagatsinghpur: 168
13. Jajpur: 318
14. Jharsuguda: 306
15. Kalahandi: 580
16. Kandhamal: 69
17. Kendrapada: 192
18. Keonjhar: 179
19. Khurda: 1828
20. Koraput: 130— I & PR Department, Odisha (@IPR_Odisha) May 7, 2021
21. Malkangiri: 60
22. Mayurbhanj: 257
23. Nawarangpur: 282
24. Nayagarh: 194
25. Nuapada: 290
26. Puri: 369
27. Rayagada: 201
28. Sambalpur: 544
29. Sonepur: 159
30. Sundargarh: 2073
31. State Pool: 357— I & PR Department, Odisha (@IPR_Odisha) May 7, 2021