ସନ୍ଷ୍ଟାର ଟିଭି ବ୍ୟୁରୋ
RT-PCR ଟେଷ୍ଟକୁ ନେଇ ଆଡଭାଇଜାରି ଜାରି କଲା ICMR
- ବାରମ୍ବାର RT-PCR ଟେଷ୍ଟର ଆବଶ୍ୟକତା ନାହିଁ:ICMR
- ଲାବୋରେଟୋରୀ ଉପରେ ଚାପ ବଢ଼ାନ୍ତୁ ନାହିଁ:ICMR
- ଥରେ ପଜିଟିଭ ଚିହ୍ନଟ ହୋଇଥିଲେ ଆଉ RT-PCR ଟେଷ୍ଟ କରାନଯାଉ।
- ହସ୍ପିଟାଲରୁ ଡିସଚାର୍ଜ ବେଳେ ଆଉଥରେ RTPCR ଟେଷ୍ଟ କରାନଯାଉ ।
- ଆନ୍ତରାଜ୍ୟ ଯାତ୍ରୀଙ୍କ RT-PCR ରିପୋର୍ଟ ବାଧ୍ୟତାମୂଳକ ନ ହେଉ ।
- ରାପିଡ ଆଣ୍ଟିଜେନ୍ ଟେଷ୍ଟ ଉପରେ ICMRର ଗୁରୁତ୍ବ ।
- ୧୫ରୁ ୨୦ ମିନିଟ ଭିତରେ କୋରୋନା ରିପୋର୍ଟ ମିଳିଯିବ ।
- କୋରୋନା ପଜିଟିଭ କି ନୁହେଁ ରୋଗୀ ତୁରନ୍ତ ଜାଣିପାରିବେ ଏହାଦ୍ବାରା ରୋଗୀଙ୍କ ଚିକିତ୍ସା ଶୀଘ୍ର ଆରମ୍ଭ ହୋଇପାରିବ ।