ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ସମାନ୍ତରାଳ ଭାବେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧ ଗୃହରୁ ୫୦୮୧ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩୮୩୩ଜଣ ରହିଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ପୂର୍ବ ଦିନ ଗୁଡିକ ପରି ଏହି ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଚିହ୍ନଟ ଅଛନ୍ତି । ଅପରପକ୍ଷରେ ଅନୁଗୁଳରୁ ୩୩୧, ବାଲେଶ୍ୱରରୁ ୧୭୯, ବରଗଡ଼ରୁ ୪୫୨, ଭଦ୍ରକରୁ ୩୫୧, ବଲାଙ୍ଗୀରରୁ ୨୯୧, ବୌଦ୍ଧରୁ ୧୭୫, କଟକରୁ ୫୮୭, ଦେବଗଡ଼ରୁ ୧୦୩, ଢେଙ୍କାନାଳରୁ ୧୪୯, ଗଜପତିରୁ ୨୬୨, ଜଗତସିଂହପୁରରୁ ୧୦୯, ଯାଜପୁରରୁ ୨୩୨, ଝାରସୁଗୁଡାରୁ ୩୦୪, କଳାହାଣ୍ଡିରୁ ୨୩୬, କନ୍ଧମାଳରୁ ୬୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୪, କୋରାପୁଟରୁ ୧୪୫, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୪୩୩, ନୟାଗଡରୁ ୧୯୪, ନୂଆପଡାରୁ ୨୭୮, ପୁରୀରୁ ୫୩୦, ରାୟଗଡାରୁ ୧୫୭, ସମ୍ବଲପୁରରୁ ୫୨୦, ସୋନପୁରରୁ ୧୨୧, ସୁନ୍ଦରଗଡରୁ ୫୯୨ ଓ ଷ୍ଟେଟ ପୁଲରୁ ୨୫୫ ଚିହ୍ନଟ ହୋଇଛନ୍ତି ।
ତେବେ କରୋନାରେ ମୃତ୍ୟୁ ସଂଖ୍ୟା ଗତ 24 ଘଣ୍ଟା ମଧ୍ୟରେ ପୂର୍ବ ଦିନ ଅପେକ୍ଷା କମ୍ ରହିଛି । ରାଜ୍ୟରେ 5 ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ 3 ଓ ଖୋର୍ଦ୍ଧା ଜିଲ୍ଲାରୁ 2 ଜଣଙ୍କ ମୃତ୍ୟୁ ଘଟିଛି ।
 
Covid-19 Report For 2nd May
New Positive Cases: 8914
In quarantine: 5081
Local contacts: 3833(Details of local contacts will be shared by concerned Dist Administration)
District Wise Cases:
1. Angul: 331
2. Balasore: 179
3. Bargarh: 452
4. Bhadrak: 351
5. Balangir: 291— I & PR Department, Odisha (@IPR_Odisha) May 3, 2021
6. Boudh: 175
7. Cuttack: 587
8. Deogarh: 103
9. Dhenkanal: 149
10. Gajapati: 165
11. Ganjam: 262
12. Jagatsinghpur: 109
13. Jajpur: 232
14. Jharsuguda: 304
15. Kalahandi: 236
16. Kandhamal: 62
17. Kendrapada: 132
18. Keonjhar: 104
19. Khurda: 1258
20. Koraput: 145— I & PR Department, Odisha (@IPR_Odisha) May 3, 2021
21. Malkangiri: 73
22. Mayurbhanj: 134
23. Nawarangpur: 433
24. Nayagarh: 194
25. Nuapada: 278
26. Puri: 530
27. Rayagada: 157
28. Sambalpur: 520
29. Sonepur: 121
30. Sundargarh: 592
31. State Pool: 255— I & PR Department, Odisha (@IPR_Odisha) May 3, 2021