ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ୨ ମାସ ଦେଶର ଜନତାଙ୍କୁ ମାଗଣା ରାସନ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ମେ’ ଏବଂ ଜୁନ୍ ଦୁଇ ମାସ ପ୍ରତି ଲୋକଙ୍କୁ ୫ କେଜି ଲେଖାଏଁ ମାଗଣାରେ ରାସନ ମିଳିବ । ଏହି ଯୋଜନାରେ ୮୦ କୋଟି ଲୋକଙ୍କୁ ମିଳିବ ମାଗଣାରେ ରାସନ । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୨୬ ହଜାର କୋଟି ଖର୍ଚ୍ଚ କରାଯିବ । କରୋନା ଲାଗି ଦେଶର ଜନ ସାଧାରଣଙ୍କ ପାଇଁ ଏଭଳି ନଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ।
Government of India to provide free foodgrains under PM Garib Kalyan Ann Yojana for May & June 2021. 5 kg free food grains to be provided to around 80 crore beneficiaries. Government of India would spend more than Rs 26,000 crore on this initiative: Government of India
— ANI (@ANI) April 23, 2021