ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ଚିନ୍ତା ବଢାଇଛି କରୋନାର ଟ୍ରିପଲ ମ୍ୟୁଟାଣ୍ଟ ରୂପ । ତେବେ ଏହି ସମୟରେ ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବା ବେଳେ କରୋନା ସଂକ୍ରମଣ ବଢିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । । ଆସନ୍ତା କାଲି ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିଛନ୍ତି । ଆସନ୍ତାକାଲି କୋଭିଡ୍ -୧୯ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିବାକୁ ଯାଉଛି । ଯେଉଁଥିପାଇଁ ପଶ୍ଚିମବଢ୍ଗ ଗସ୍ତ ବାତିଲ କରିଛନ୍ତି ବୋଲି ଟ୍ଵିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
Tomorrow, will be chairing high-level meetings to review the prevailing COVID-19 situation. Due to that, I would not be going to West Bengal.
— Narendra Modi (@narendramodi) April 22, 2021