ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ସୋ’ “ଡ୍ୟାନ୍ସ ଦିଓ୍ଵାନା ସିଜିନ ୩” ଏବେ କରୋନା କବଳରେ କବଳିତ । ପ୍ରଥମେ ୧୮ ଜଣ କ୍ରୁ ମେମ୍ଵର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୋ’ର ଜର୍ଜ ଧନୁଷ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ତେବେ ବର୍ତ୍ତମାନ ଏହି ସୋ’ର ହୋଷ୍ଟ ରାଘବ ଜୁଏଲ୍ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏନେଇ ସେ ନିଜେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଓ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ପ୍ରୋଟୋକଲ୍ ମାନିବା ସହ ସୁରକ୍ଷିତ ରହିବା ପାଇଁ କହିଛନ୍ତି ।
ତେବେ କୋଭିଡର ଦ୍ଵିତୀୟ ଲହର ପ୍ରଥମ ପର୍ଯ୍ୟାୟଠାରୁ ଅଧିକ କ୍ଷତିକାରକ ସାବ୍ୟସ୍ତ ହେଉଛି । ମନୋରଞ୍ଜନ ଜଗତରେ ଜଣଙ୍କ ପରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଟେଲି ଦୁନିଆ ଠାରୁ ଆରମ୍ଭ କରି ସିନେମା ଜଗତ ପର୍ଯ୍ୟନ୍ତ ସବୁଠି କରୋନା ନିଜର କାୟା ବିସ୍ତାର କରି ଚାଲିଛି ।
&
After experiencing fever and cough , I have just tested positive for COVID ,
All those who’ve been in contact with me recently , please take care and follow all protocols, stay safe guys https://t.co/u7SivQksS4— Raghav Juyal (@TheRaghav_Juyal) April 21, 2021
;
After experiencing fever and cough , I have just tested positive for COVID ,
All those who’ve been in contact with me recently , please take care and follow all protocols, stay safe guys— Raghav Juyal (@TheRaghav_Juyal) April 21, 2021