ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ଜାତୀୟ ରାଜପଥ—୧୨ ସହିତ ସମାନ୍ତରାଳ ଭାବେ ପ୍ରତିଷ୍ଠା ହେବାକୁ ଯାଉଥବା ୧୧୧.୨ କିଲୋମିଟର ଦୈର୍ଘ୍ୟର କ୍ୟାପିଟାଲ ରିଜିଅନ କିଙ୍ଗ୍ କୋଡ (ସିଆଇଆଇଆଇ)କୁ ମୁଖ୍ୟମନ୍ତ୍ରୀ ନିଦାନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ଏହି ସମଙ୍ଗଳ ରିଙ୍ଗରୋଡ୍ ଖୋରଧା ବାଇପାସ୍ –ଭୁବନେଶ୍ବର ଆଠଗଡ ସହର –କଟକ ସହରାଞ୍ଚଳକୁ ସଂଯୋଗ କରିବ ।
ଜାତୀୟ ରାଜପଥ– ୧୬ର ରାମେଶ୍ବର ନିକଟରୁ ଏହି ଦିନ ରେ ବାହାର ଜାତୀୟ ରାଜପଥ-୫ର ଗୋଟିନ୍ଦପୁର ବାଟ ଦେଇ ଟାଙ୍ଗି ନିକଟରେ ପୁନର୍ବାର ଜାତୀୟ ରାଜପଥ–୧୨କୁ ସ୍ପର୍ଶ କରିବ ।
କ୍ୟାପିଟାଲ ଇଡିଅନ ରଙ୍ଗ ଗୋର୍ଟ ମୁଖ୍ୟତଃ ଲେନ ବିଶିଷ୍ଟ ହେବ ଏବଂ ମହାନଦୀ ଉପରେ ମଧ୍ୟ ଲେମ୍ବର ସେତୁ ନିର୍ମାଣ କରାଯିବ ଏହି ସମସ୍ତ ନିର୍ମାଣ କାର୍ଯ୍ୟ ନୂତନ ଭାବେ କରାଯିବା ସହିତ ଜମି ଅଧିଗ୍ରହଣ ସମୟରେ ଅତି କମ୍ ପରିମାଣରେ କଙ୍ଗଳ, ସବୁକ ବଳୟ ଏବଂ ଗ୍ରାମଗୁଡିକୁ ପ୍ରଭାବିତ କରିବ ଏହା ରିଙ୍ଗ କୋଟ୍ ଦ୍ଵାରା ଜାତୀୟ ରାଜପଥ— ୧୬ ଉପରୁ ଚନ୍ଦ୍ର ପରିମାଣରେ ଟ୍ରାଫିକ ଭିଡ ଦାସ ପାଇବ
ରାଜଧାନୀ ଓ ଏହାର ଆଖପାଖ ଇଲାକାର ସାମାଜିକ ଓ ଆର୍ଥିକ ବିକାଶରେ ଏହି ରଙ୍ଗରୋଜ ବେଶ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିବ । ଏଥି ସହିତ ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ଏହା ବ୍ୟବସାୟିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ । ଗଙ୍ଗ ରୋଡ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସକାଶେ ରାଜ୍ୟ ସରକାର ବକେଟରେ ୫୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରିଥିବାବେଳେ ଅଢେଇ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।