ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖ୍ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟକୁ ବାତିଲ୍ କରି ଦିଆଯାଇଛି । ଆସନ୍ତା ୨୨ ତାରିଖ ପରଠାରୁ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ କରାଯିବ ନାହିଁ ।
ଏଥିସହ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ସ୍ଲଟ୍ସକୁ ବାତିଲ୍ କରାଯାଇଛି । ଏନେଇ ସମ୍ପୃକ୍ତ ଆରଟିଓ ଜନସାଧାରଣଙ୍କ ଅବଗତି ନିମନ୍ତେ ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି ।
&
In view of situation arising out of Covid-19, STA has cancelled the DL test and LL test in all RTOs across the state wef 22.4.2021 till further orders. pic.twitter.com/HzU51bWFZl
— STA Odisha (@STAOdisha) April 20, 2021
;