ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ସନ୍ଧ୍ୟା ୭ଟା ସମୟରେ କରୋନା ନେଇ କୌଣସି ଗୁରୁତ୍ଵପୂର୍ଣ୍ଣ ଘୋଷଣା ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର (ଏସଆରସି) । ରାଜ୍ୟରେ କରୋନା ପରିସ୍ଥିତିକୁ ଦେଖି ନିୟମ କଡାକଡି ଭାବେ ପାଳନ କରାଯାଉଥିଲେ ମଧ୍ୟ କରୋନା ଗ୍ରାଫ୍ ଉପରମୁହାଁ ରହିଛି । ତେବେ ଏଭଳି ପରିସ୍ଥିତିରେ କରୋନା ପାଇଁ ପୁଣି ଥରେ କିଛି ନୂତନ ଗାଇଡ୍ଲାଇନ୍ ରାଜ୍ୟସରକାର ଜାରି କରିପାରନ୍ତି ।