ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ (FDI) ଜନସନ ଆଣ୍ଡ ଜନସନ କରୋନା ଟିକା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଟିକା ନେବା ପରେ ଶରୀରରେ ରକ୍ତ ଜମାଟ ବାନ୍ଧି ହୋଇ ଯାଉଥିବା ପରି ଅଭିଯୋଗ ସାମ୍ନାକୁ ଆସିବା ପରେ ଏପରି ନିଷ୍ପତି ଗ୍ରହଣ କରାଯାଇଛି । ଏନେଇ FDA ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ଆଜି ଠାରୁ ଏଫଡିଏ ଓ ସିଡିସି ଗଭରମେଣ୍ଟ ର ସୂଚନା ମୁତାବକ ଜନସନ ଆଣ୍ଡ ଜନସନର କୋଭିଡ-୧୯ ଭ୍ୟାକ୍ସିନ ର ବ୍ୟବହାର ଉପରେ ସାମୟିକ ପ୍ରତିବନ୍ଧକ ଲଗାଗଲା ।
Today FDA and @CDCgov issued a statement regarding the Johnson & Johnson #COVID19 vaccine. We are recommending a pause in the use of this vaccine out of an abundance of caution.
— U.S. FDA (@US_FDA) April 13, 2021