ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଏକ ବର୍ଷର ପାରିଶ୍ରମିକ ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟର କୁଳାଧିପତି ଗଣେଶୀ ଲାଲ୍ଙ୍କୁ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିବାକୁ ସେ ଏହି ଅର୍ଥ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ଚାଲିଥିବା ସମୟରେ ଜଣେ ପୂର୍ବତନ ଛାତ୍ର ହିସାବରେ ଏହି ଅର୍ଥ ସେ ଦାନ କରିଛନ୍ତି । ତେବେ ଏ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏଥିନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।
Hon’ble Governor congratulated Union Minister of @PetroleumMin Sri @dpradhanbjp for his gesture of benevolence towards his alma mater – Utkal University. Sri Pradhan has handed a year’s personal salary to Hon’ble Govornor-cum-Chancellor, towards development of Vani Vihar.
— Governor Odisha (@GovernorOdisha) April 1, 2021