ସନ୍ଷ୍ଟାର ଟିଭି ବ୍ୟୁରୋ
ଢେଙ୍କାନାଳ: ରୋଷେଇ କରୁଥିବା ବେଳେ ଷ୍ଟୋଭ ଫାଟି ମହିଳା ଜୀବନ୍ତ ଦଗ୍ଧ । ଏହି ଦୁଃଖଦ ଘଟଣା ଘଟିଛି ଡେଙ୍କାନାଳ ଜିଲ୍ଲା ଗଁଦିଆ ଜାଆନ୍ଦାପଶି ଗାଁରେ । ଗାଁର ସୀମା ଭୋଇ ଷ୍ଟୋଭରେ ରୋଷେଇ କରୁଥିଲେ । ହଠାତ ଷ୍ଟୋଭଟି ଫାଟିଯାଇଥିଲା । ଷ୍ଟୋଭ ନିଆଁ ସୀମାଙ୍କ ଲୁଗାରେ ପଡିବାରୁ ନିଆଁ ଜଳିଉଠିଥିଲା । ସୀମାଙ୍କ ପରିବାର ଲୋକେ ବୁଝିବା ପୂର୍ବରୁ ସୀମା ନିଆଁରେ ଜଳି ଚିକ୍ରାର କରୁଥିଲେ । ପରିବାର ଲୋକ ନିଆଁକୁ ଆୟତ୍ତ କରିବା ବେଳକୁ ତାଙ୍କ ମୃତ୍ୟୁ ହୋଇଥିଲା ।