ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଭୁବନେଶ୍ୱରର ଘରୋଇ ବିଶ୍ୱବିଦ୍ୟାଳୟରେ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ଘଟଣା। ବିଶ୍ୱବିଦ୍ୟାଳୟକୁ ସିଲ୍ କଲା ବିଏମ୍ସି । କ୍ୟାମ୍ପସ୍ ଭିତରେ ଥିବା କୈାଣସି କର୍ମଚରୀ ବାହାରୁ ଆସିପାରିବେ ନାହିଁ କିମ୍ବା ବାହାରୁ କେହି ଭିତରକୁ ଯାଇ ପାରିବେ ନାହିଁ। କେବଳ ବିଏମ୍ସି ଅଧିକାରୀଙ୍କୁ ହିଁ ପ୍ରବେଶ ପାଇଁ ଅନୁମତି ମିଳିବ।