ସନଷ୍ଟାର ଟିଭି ବ୍ୟୁରୋ;
ଭୁବନେଶ୍ୱର; ଆଜି ଅର୍ଥାତ୍ ମାର୍ଚ୍ଚ ୨୦ ହେଉଛି ବିଶ୍ୱ ପଖାଳ ଦିବସ।ଆଜି ସାରା ବିଶ୍ବ ପାଳୁଛି ପଖାଳ ଦିବସ । ଏହି ସ୍ବତନ୍ତ୍ର ଦିବସରେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଅନ୍ୟ ନେତାମାନଙ୍କ ସହ ଏକାଠି ବସି ପଖାଳ ଖାଉଥିବାର ଏକ ପୁରୁଣା ଫଟୋକୁ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି।
It is always a pleasure to relish Odia cuisine, especially my favourite #Pakhala which I have a special liking for. Remember fondly the appreciation of guests from outside the state and country whenever we served them #Pakhala. Wishing you all a happy #PakhalaDibas pic.twitter.com/u2yihyChtN
— Naveen Patnaik (@Naveen_Odisha) March 20, 2021