ସନ୍ଷ୍ଟାର ଟିଭି ବ୍ୟୁରୋ
ଦୁନିଆର ସବୁଠୁ ବଡ ସିଙ୍ଗିଙ୍ଗ୍ ଆଓ୍ଵାର୍ଡ ଶୋ’ ଗ୍ରାମି ଆଓ୍ଵାର୍ଡ ଶୋ ନିକଟରେ ଆୟୋଜିତ ହୋଇଥିଲା । ଏହି ଅବସରରେ ବହୁ ପ୍ରସିଦ୍ଧ ଗ୍ଲାମର୍ସ ସିଙ୍ଗର୍ସ ଓ ରାପର୍ସ ସିଙ୍ଗରମାନେ ଏକତ୍ରିତ ହୋଇଥିଲେ । ତେବେ ପ୍ରସିଦ୍ଧ ଗୀତିକାରଙ୍କ ଷ୍ଟାଇଲିସ ଡ୍ରେସ ସହ ସେମାନଙ୍କ ଗ୍ଲାମର୍ସ ଲୁକ ସମସ୍ତଙ୍କୁ ଆକର୍ଷଣ କରିଥିଲା । ତେବେ ଆସନ୍ତୁ କିଛି ପ୍ରସିଦ୍ଧ ସିଙ୍ଗରଙ୍କ ଷ୍ଟାଇଲିସ ଲୁକ୍ର ଝଲକ ।
ଦୁଆ ଲିପା- ଏହି ଆଓ୍ଵାର୍ଡ ଶୋ ରେ ଦୂଆ ଲିପା ପିଙ୍କ କଲରର ଏକ ବଡି ସ୍କିମିଙ୍ଗ ଗାଉନ୍ ପିନ୍ଧିଥିଲେ । ଯେଉଥିରେ ସେ ଖୁବ୍ ଆକର୍ଷଣୀୟ ଦେଖାଯାଉଥିଲେ ।
ଫୋବି ବ୍ରିଜର୍ସ: ଫ୍ରିବି ବ୍ରିଜର୍ସ ଏକ ବ୍ଲାକ କଲରର ଗାଉନ୍ ପିନ୍ଧିଥିଲେ ଓ ଗାଉନ ଉପରେ ମନୁଷ୍ୟର ସ୍କେଲିଟନ ଆକୃତିର ବନା ଯାଇଥିଲା ।
ଲିଜ୍ଜୋ: ଆମେରିକୀୟ ସିଙ୍ଗର ଲିଜ୍ଜୋ ମଧ୍ୟ ଏହି ଆଓ୍ଵାର୍ଡ ଶୋରେ ଏକ ଗ୍ରୀନ୍ ଡ୍ରେସରେ ନଜର ଆସିଥିଲେ ।