ସନ୍ଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ: ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କ ଉପରେ ମନ୍ତବ୍ୟ ଦେଇ କଟୁ ସମାଲୋଚନାର ଶିକାର ହୋଇଛି ‘ବର୍ଗର କିଙ୍ଗ୍ । ଗତକାଲି ‘ବର୍ଗର କିଙ୍ଗ୍’ ଏକ ଟ୍ବିଟ୍ କରିଥିଲା ଯେଉଁଥିରେ ଲେଖାଥିଲା ‘ଓମେନ୍ ବିଲଙ୍ଗ୍ ଇନ୍ ଦ କିଚେନ୍’ । ଯାହାର ଅର୍ଥ ହେଉଛି ‘ମହିଳାମାନଙ୍କ କାମ ରୋଷେଇଘରେ’ । ଯାହା ପରେ ଅନେକ ଟ୍ଵିଚ୍ କରି ୟୁଜର୍ସ ଏହାକୁ ନେଇ ‘ବର୍ଗର କିଙ୍ଗ୍’ର ଚିନ୍ତାଧାରାକୁ ନିନ୍ଦା କରିବା ସହ ସମାଲୋଚନା କରିଥିଲେ । ଶେଷରେ କ୍ଷମା ମାଗିବା ସହ ନିଜ ଆକାଉଣ୍ଟ୍ରୁ ସେହି ପୋଷ୍ଟ୍ଟିକୁ ଡିଲିଟ୍ ‘ବର୍ଗର କିଙ୍ଗ୍’କରିଛି।
ତେବେ ‘ବର୍ଗର କିଙ୍ଗ୍’ ଅନ୍ୟ ଏକ ଟ୍ଵିଟ୍ କରି ନିଜ ସଫେଇରେ ଲେଖିଛି ‘ଶୁଣିବାକୁ ପାଉଛୁ ଯେ ଆମେ କରିଥିବା ପ୍ରାରମ୍ଭିକ ଟ୍ବିଟ୍ଟି ଭୁଲ୍ ଅଟେ, ସେଥିପାଇଁ ଆମେ ଦୁଃଖୀତ। ଆମର ଲକ୍ଷ୍ୟ ଭିନ୍ନ ଥିଲା। ଟ୍ବିଟ୍ର ଅର୍ଥ ଥିଲା, ଇଂଲଣ୍ଡରେ କେବଳ ୨୦ ପ୍ରତିଶତ ପେସାଦାର ରୋଷେୟା ବା ସୈଫ୍ ହେଉଛନ୍ତି ମହିଳା । ସେମାନଙ୍କୁ ପ୍ରୋତ୍ସାହିତ କରି ଆମେ ପରିବର୍ତ୍ତନ ଆଣିପାରିବା ।’
We decided to delete the original tweet after our apology. It was brought to our attention that there were abusive comments in the thread and we don’t want to leave the space open for that.
— Burger King (@BurgerKingUK) March 8, 2021
How stupid can you be? Especially on International Women’s Day… #smh https://t.co/FvEeHQh9am pic.twitter.com/LgkrKo5NZC
— Alex Chin (@chinstachinsta) March 9, 2021